Loading…
ସ୍ୱାମୀଙ୍କ ଅନୁରୋଧ, ଅସହାୟତା ଓ ଝିଅର ଜିଦ୍ଦି ଆଗରେ ହାରିଯାଇ ସୁନାର ସୁନେଲି ସ୍ମୃତି ହଳକକୁ ଟଙ୍କାରେ ରୂପାନ୍ତରିତ ହେବାପାଇଁ ଶୈଳ ପଠେଇଦେଲେ l ଶୈଳ ଯେ କୁଣ୍ଡଳ ହରେଇ କେଵଳ ଦୁଃଖୀ ହେଉଥିଲେ, ତାହା ଵି ସମ୍ପୂର୍ଣ୍ଣ ଠିକ ନୁହେଁ l ସେ ଅନ୍ତର ଭିତରେ ବେଶ୍ ଖୁସି ମଧ୍ୟ ଥିଲେ ଜୀବନର ପ୍ରଥମ ଉଡ଼ାଣ ପାଇଁ l ମିତାର ଇଚ୍ଛା ପୂରଣ କରିପାରିଥିବାରୁ ପ୍ରସନ୍ନ ବାବୁଙ୍କ ମୁହଁରେ ଵି ପ୍ରସନ୍ନତା ଉକୁଟି ଉଠୁଥିଲା l
Comments
Loading comments…