by Satyabati Swain ✓ · 13 Jun 2019
ସୁମି , ଧନ,ସୁନା,ରାଣୀ,କଣ୍ଢେଇ ପରି ଶବ୍ଦ ଯାହା ତା ମା ତାକୁ କହି ଗେହ୍ଲା କରେ ଶୁଣି ଆହୁରି ଭୋ ଭୋ ହୋଇ କାନ୍ଦି ଉଠିଲା ଓ ଶ୍ରଦ୍ଧା ଦେବୀଙ୍କୁ ଜୋରେ ଚାପି ଧରି କହିଲା ମୋତେ ଭାରି ଡର ଲାଗୁଛି ମା।
Loading comments…
Loading comments…