by Suresh chandra Padhy ✓ · 10 Jul 2021
ମହାପ୍ରଭୁ ଭକ୍ତ ମନ ଜାଣି ରାଜାଙ୍କୁ ସ୍ଵପ୍ନାଦେଶ ଦେଲେ, ହେ ରାଜା ବନ୍ଧୁ ମହାନ୍ତି ମୋର ପରମ ବନ୍ଧୁ । ମୁଁ ନିଜେ ତାକୁ ସୁନା ଥାଳିରେ ମହାପ୍ରସାଦ ଦେଇଛି । ତେଣୁ ତୁମେ ମୋ ବନ୍ଧୁକୁ ମୁକ୍ତ କର ।
Loading comments…
Comments
Loading comments…