by puspanjali das ✓ · 4 Mar 2020
ହଠାତ୍ ଶ୍ରୁତି ର ଆଖି ପଡିଯାଇଥିଲା ତା' ଶାଶୁ ଙ୍କ ମୁହଁ ଉପରେ,ଯୋଉଠି ଏକପ୍ରକାର ଉଦାସ ର ଛାପ ଦେଖିପାରିଥିଲା।ମାଉଷୀ ଶାଶୁ ଙ୍କ ର ପ୍ରତ୍ୟେକ କଥା ଗୁଡିକ ର ପ୍ରଭାବରେ ଯେମିତି ତା' ଶାଶୁ ଙ୍କ ମନ ଭିତର ଟା ହଲଚଲ ହୋଇ ଯାଉଥିଲା!
Loading comments…
Loading comments…