by KRUTIBAS NAYAK ✓ · 22 Jun 2021
ସେହି ସହକର୍ମୀ ଜଣକ ମୋ ଆଗରେ ସବୁବେଳେ କପଟ ଆଚରଣ କରନ୍ତି, ସେକଥା ମୁଁ ଜାଣିଥିଲି | ମୋ ପ୍ରତି ଅତ୍ୟନ୍ତ ଅସହିଷ୍ଣ୍ଣୁ ଥିଲେ, ମୋର ସୁନାମ ଏବଂ ସଫଳତା ଦେଖି ଈର୍ଷାରେ ଜଳନ୍ତି ବୋଲି ମୁଁ ଆଗରୁ ଅନୁଭବ କରିଥିଲି |
Loading comments…
Comments
Loading comments…