by Sachidananda Kar ✓ · 8 Aug 2019
ସବୁ ଭୁଲିଲି।ସବୁ ବନ୍ଧନରୁ ନିଜକୁ ମୁକ୍ତ କଲି।ଆଖି ବୁଜିଲି।ମୋ ପ୍ରିୟ ପୃଥିବୀରୁ ବିଦାୟ ନେଇ ନୀରବରେ ତାଙ୍କ ସହିତ ଚାଲିଲି। ପ୍ରତ୍ୟେକ ଜୀବର ବନ୍ଧୁ ସେ - ଆଜନ୍ମ ବନ୍ଧୁ।
Loading comments…
Loading comments…