by Birakishore Nayak ✓ · 7 Jan 2022
ଅନେକ ଥର ସେ ବୋଉକୁ ଚିଠିରେ ଲିପା କଥା ପଚାରିଛି, କିନ୍ତୁ ତା ବୋଉ ତା ବିଷୟରେ କିଛି ଲେଖେନି |ଲୋପା ଭାବେ, ବୋଧେ ବୋଉ ଲିପାର ଶାଶୁଘର ର ଖବର କିଛି ପାଇପାରୁନି |ବ୍ୟସ୍ତତା ଭିତରେ ଲୋପା ବି ଏତେ ଗୁରୁତ୍ୱ ଦେଇନି କେବେ | ନିଜ ଜନ୍ମଭୂମିକ
Loading comments…
Loading comments…