by Dr Jharana Satapathy ✓ · 10 Aug 2019
ମୋ ଜୀବନରେ ମୁଁ ତିନିପ୍ରକାର ବନ୍ଧୁତାର ବନ୍ଧନରେ ବାନ୍ଧିହୋଇସାରିଛି। "ତୁ" ସାଙ୍ଗ, "ତମେ" ସାଙ୍ଗ,ଏବଂ "ଆପଣ" ସାଙ୍ଗ।"ତୁ" ସାଙ୍ଗ ମୋ ଶୈଶବ ବେଳର।ହାଇସ୍କୁଲ ପର୍ଯ୍ୟନ୍ତ ସୀମିତ ଥିଲା ସୀମାରେଖା।ଯେଉଁ ଆନନ୍ଦ ମିଳୁଥିଲା ତାହା ନିଜସମ୍ପର୍କୀୟ ପାଖରେ ତାହା ମିଳୁନାହିଁ ।
Loading comments…
Loading comments…