by Lokanath Rath ✓ · 24 Aug 2021
ମନେ ମନେ ଭାବିଲେ ଯେମିତି କାରାଗାରର ଜଣେ ବନ୍ଦୀ। ଦିନ ଏଗାରଟା ବେଳଠାରୁ ଆରମ୍ଭ ହେଲା ସମସ୍ତଙ୍କର ଆସିବା।ପ୍ରଥମେ ବୋହୁ ଲୁସି ର ଭାଇ ଶରତ ଓ ତା ପତ୍ନୀ ସୁନିତା ପ୍ରଥମେ ଆସିଲେ। ବୋହୁ ତା ଭାଇ ହାତରେ ରାକ୍ଷୀ ବାନ୍ଧିଲା । ସେମାନେ ଘଂଟାଏ ରହି
Loading comments…
Loading comments…