by Lopamudra Parida ✓ · 23 Mar 2022
ସମାଜ କଡା କରି ଅଦୃଶ୍ୟ ଶିକୁଳି ହାଙ୍କିଛି ଯେତେବେଳେ ସେ ବାଡକୁ ଡେଇଁ ଯିବ ସିଏ କାହା ବଳରେ । ସଂଯମ କଣ ଏଇ ରଙ୍ଗକୁ ଛୁଇଁ ଦେଲେ ବି ଭାଙ୍ଗିଯାଏ ।ଧଳା ଫିକା ଲୁଗା ତାର ମାରା ହେଇଯାଏ ?
Loading comments…
Loading comments…