ସେ ପୁଅ ବି ଖଟିଆ ସହିତ ଟେକି ନେଇ ଛାଡିଦିଏ ଅନ୍ୟ ପୁଅଘରେ ବର୍ଷକୁ ୧୨ ଥର ଏମିତି ମୋର ଜୀଅନ୍ତା ଶବ ବୁହା ହୁଏ । ଦେଲେ ଖାଇଲି ନହେଲେ ନାହିଁ । ପଡି ରହିଥାଏ ଏକ ନିସ୍ତବ୍ଧ କୋଠରୀରେ । ଯେଉଁ ମାସ ୨୮ ଦିନ ହୁଏ । ଦୁଇଦିନ ଖାଡା ଉପବାସ । ଯେଉଁ ମାସ ୩୧ ଦିନ ଗୋଟିଏ ଦିନ ବି ଉପବାସ ରେ ଯାଏ । ହେଲେ କ'ଣ କରିବି? ନିଜର ଭାଗ୍ୟ କୁ ଆଦରି ପଡିରହିଛି । ଅପେକ୍ଷା କରିଛି ।
Loading comments…