by Narmada Sahu ✓ · 3 Sept 2018
ମୁଠେ ଦାନା ତ ଦେଇପାରିଲୁନି।ଦେଇ ଦେ ନିଆଁରେ ପୁଅ..ବିବେକ କହୁଥିଲା।ରାକେଶ ନିଆଁ ଲଗେଇଲା ତା ବୋଉ ର ମୁହଁ ହାତ ଗୋଡ ଗଣ୍ଠି ଠୋ ଠା ଫୁଟୁଥିଲା।
Loading comments…
Loading comments…