by Bidyut lata Mishra ✓ · 16 Sept 2019
ସ୍ନେହା ଠୁ ସବୁ ଶୁଣିବି ମୁଁ ନୀରବ ଥିଲି ,କାରଣ ସବୁ ସହିହେବ କିନ୍ତୁ ମୋ ବୋଉ ର ସ୍ୱାଭିମାନ କୁ ଆଘାତ ନୁହେଁ । ମୁଁ ବୋଉକୁ ମିଛ କହିଥିଲି ଜେଜେଙ୍କ ବିଷୟରେ କିନ୍ତୁ ମିଛଟି ମୋ ବୋଉ ପାଇଁ !
Loading comments…
Loading comments…