by Aravinda Das ✓ · 23 May 2019
ଶିଖା ତନ୍ମୟଙ୍କୁ ହଲାଇ ଦେଇ ପଚାରିଲା, କ'ଣ ଭାବୁଛ ? ବୋଉ ବଡ଼ ସରପ୍ରାଇଜ ଦେଲେ ଆମକୁ ମଦର୍ସ ଡେ଼ ରେ । ଦୀର୍ଘ ନିଶ୍ବାସ ଛାଡି ତନ୍ମୟ କହିଲେ, ବୋଉ, ମମି ହୋଇଗଲା ।
Loading comments…
Loading comments…