by Nandini RayMohapatra ✓ · 12 Apr 2019
ବାପା ଙ୍କ କଥା ରେ ମୁଁ ମୁହଁ କାଢ଼ି ତାଙ୍କୁ ଚାହେଁ। ମୋ ଦେବପ୍ରତିମ ବାପା ଙ୍କ ତେଜୋଦୀପ୍ତ ସ୍ନେହୀ ମୁହଁ ରେ ବୋଉ ଅଳ୍ପ ଅଳ୍ପ ହସୁଥାଏ।
Loading comments…
Loading comments…