by anusaya Raut ✓ · 17 Jul 2021
ପରବର୍ତ୍ତୀ ସମୟରେ ଜଣାପଡେ ତାକୁ ଦୁରାରୋଗ୍ୟ କ୍ୟାନ୍ସର ହେଇଛି l ପାଦତଳୁ ମାଟି ଖସିଯାଏ ତା'ର l ମୁଣ୍ଡଉପରେ ଝିଅର ବାହାଘର ଓ ପିଲାମାନେ ପକ୍କାଘର ଖଣ୍ଡେ କରିବାକୁ ମନ କରିଛନ୍ତି l
Loading comments…
Loading comments…