by Kiran Mishra ✓ · 18 Jun 2019
ବୁଝିଲୁ ଝିଅ ଯେଝା ଭାଗ୍ୟ ନେଇ ଯିଏ ଯିବେ, ସେ ତା ଭାଗ୍ୟ ନେଇ ଯିବ,ତୁ ତୋ ଭାଗ୍ୟ ନେଇ ଯିବୁ। ମୁଁ ଦେଖୁଛି ତୁ ବାହାଘରରେ ଏତେ ମାତୁଛୁ ପଢା ନା ଧରୁନୁ।ଏ ସମୟ ଚାଲି ଗଲେ ଆଉ ଆସିବନି।
Loading comments…
Loading comments…