by Sasmita Mohapatra ✓ · 1 Oct 2020
ସନ୍ଧ୍ୟା ହେଲେ ବୋଉର ଚିନ୍ତା ଗୁହାଳରେ ମଶା ଲାଗିବା ପାଇଁ, ତେଣୁ ଗୁହାଳର ଗୋଟିଏ କଣରେ ଘସି ଆଉ କତା ର ଧୁଆଁ ଦେଇ ଜଗିଥାଏ। ଗୋରୁ ମାତା ବୁଢୀ ହୋଇଗଲେ ବୋଉ ବିକିବାକୁ କେବେ
Loading comments…
Loading comments…