by Arabinda Rath ✓ · 9 Sept 2019
ସେ କଥା ସିନା ଥାନାରେ ବୁଝାବୁଝି ହେବ, ତୁ ଆଗ ଥାନାକୁ ଯାଇ ରିପୋର୍ଟ କର । କ'ଣ ହେଉଛି ଦେଖିବା । ସବୁ କଥା ସିନା ନିୟମ ରେ ହେଲେ ସୁନ୍ଦର ଲାଗିବ, ଏମିତି ହାଟ ମଝିରେ ବ୍ରହ୍ମଜ୍ଞାନ ଦେବା ଟା ପରା ଆଇନ ରେ ନାହିଁ ।
Loading comments…
Loading comments…