by ବିଜୟ କୁମାର ନାୟକ ✓ · 30 Jun 2019
ମୁଁ ଜାଣେ ଆପଣ ସର୍ବଂସହା ପ୍ରଥମ ପୂଜ୍ୟା ମାଟିରେ ଅଛନ୍ତି, ପବନରେ ବି ଅଛନ୍ତି,ଯିଏ ଶୁଷ୍କ ତୃଣ କୁ ହଲାଇ ପାରନ୍ତି ନି, ଓ ଆବଶ୍ୟକ ସ୍ଥଳେ ଅଣଚାଶ ରୂପ ଧରି ପାରନ୍ତି, ସର୍ବବ୍ୟାପୀ , ପରିବ୍ୟାପ୍ତ ଆକାଶରେ ବି ଅଛନ୍ତି ଏଣୁ ଆପଣ ମଧ୍ୟ ଅନନ୍ତବାନ୍ ।
Loading comments…
Loading comments…