by BIBHUTI BHUSAN SWAIN ✓ · 23 Jul 2019
ବର୍ଷ ଶେଷରେ ଆର୍ଥିକ ସହାୟତା ନେଇଥିବା ପ୍ରଜାମାନଙ୍କୁ ଲଗାଇଥିବା ବୃକ୍ଷର ତାଲିକା ଦେବାକୁ ମହାରାଜା ଆଦେଶ ଦେଲେ । ତାଲିକା ଅନୁଯାୟୀ ରାଜ୍ୟରେ ଥିବା ମୋଟ ବୃକ୍ଷ ସଂଖ୍ୟାଠାରୁ ପ୍ରାୟ ପାଂଚଗୁଣ ଅଧିକା ଗଛ ଲଗାଯିବା ସହ ବାରଟି ହାତୀ ଓ ଆଠୋଟି ବାଘ ପ୍ରଜାମାନଙ୍କ ତରଫରୁ ପାଳନ କରାଯାଇଛି ।
Loading comments…
Loading comments…