by T.Durga Prasad Rao ✓ · 17 Jul 2019
ସେଇ ବର୍ଷା ଯେ ସଞ୍ଚିତା ଜୀବନରେ ଦିନେ ମୃତ୍ୟୁ ଦୂତ ହୋଇ ପହଞ୍ଚିଯିବ, ଏକଥା ନା ସଞ୍ଚିତା ନା ସାନ୍ତନୁ କେବେ କଳ୍ପନାରେ ଭାବିଥିଲେ। ସେଦିନ ଛୁଟିଦିନ। ଅଫିସ୍.ର ସବୁ କର୍ମଚାରୀଙ୍କୁ ନେଇ ଏକ ଛୋଟକାଟିଆ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲା ସାନ୍ତନୁ।
Loading comments…
Loading comments…