ସେହି ଜାଗାକୁ ଯିବା ପୂର୍ବରୁ କିଛି ବ୍ଲାଙ୍କ ଚେକ୍ ରେ ହସ୍ତାକ୍ଷର କରି ଯାନ୍ତି କାରଣ ତାଙ୍କରି ଅନୁପସ୍ଥିତିରେ ଏହି ଅନୁଷ୍ଠାନ ଅଚଳ ହୋଇଯିବ କିନ୍ତୁ ଏହାର ସୁଯୋଗ ଜଣେ ତଳସ୍ତର କର୍ମଚାରୀ ନିଏ । ବାବୁ ଜଣଙ୍କ ସଫଳତା ସବୁକୁ ତଳସ୍ତର କର୍ମଚାରୀମାନେ ସହ୍ୟ କରି ପାରନ୍ତି ନାହିଁ । ସେହି ବ୍ଲାଙ୍କ ଚେକ୍ ରୁ ଟଙ୍କା ଉଠାଇ ଆଣି ଓ ଖର୍ଚ୍ଚ କରେ କିନ୍ତୁ ହସ୍ତାକ୍ଷର କରିଥିବା ବାବୁ ଜଣଙ୍କ ଅଜାଣନ୍ତରେ ।
Loading comments…