by Paramita Mishra ✓ · 2 Sept 2017
ମେଘା ପଚାରିଲା ତୁଷାର ତୁମେ ନିଶ୍ଚୟ କାହା ପ୍ରେମରେ ପଡିଚ,କିଏ ସେ ? ମୁଁ କହେ ‘’ବର୍ଷା ମୋ ପ୍ରେମିକା’’,ଆଉ ଭାବେ କିଛି ମିଛ ତ କହିନି କାରଣ ମେଘାର ଅନ୍ୟ ନାମ ଯେ ବର୍ଷା।
Loading comments…
Loading comments…