by Kalyani Nanda ✓ · 25 Jun 2019
ହଠାତ ଗୋଟିଏ ମୋଟର ସାଇକେଲ ତା ପାଖରେ ରହିବା ଦେଖି ଶ୍ରୀମୟୀ ଚମକି ପଡି ନିଜ ସ୍ମୃତି ରାଇଜ ରୁ ଫେରି ଆସି କିଛି ବୁଝିବା ଆଗରୁ ," ଶ୍ରୀ ,ତୁମେ ପୁଣି ଭିଜୁଛ ବର୍ଷା ରେ ? ତୁମକୁ ଯେ କେମିତି ଥଣ୍ଡା ଚଟ୍ କରି ଧରେ ଏମିତି ବର୍ଷା ରେ ଭିଜିଲେ, ସବୁ ଜାଣି ବି ତୁମର ପିଲାଳିଆମୀ ଗଲାନି ।"
Loading comments…
Loading comments…