ସତରେ ସେ କେତେ ତଳକୁ ଖସିପଡିଥିଲା ମନକୁ ମନ ଭାବୁଥିଲା ।ନିଜର ସର୍ବସ୍ବ ହରାଇଦେଲା ଅନ୍ୟଜଣକ ହାତରେ।ବାପା ଵୋଉଙ୍କ ସ୍ବପ୍ନକୁ ଧୂଳିସାତ କରିଦେଇଛି ସେ ନିଜେ।ପଶ୍ଚାତାପ୍ କରି ଆଖିର ଲୁହର ତା ଶରୀର ଓଦାହେବାକୁ ଲାଗିଲା।ବର୍ଷା ମୁଣ୍ଡରେ ହାତ ଦେଇ ନିଜଚୁଟି ତକ ମୁକୁଳା କରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା।
Loading comments…