by ଓଡିଆ ଗଳ୍ପ ✓ · 13 Aug 2018
ଗୋପୀନାଥ ଭାବିପାରିଲେ ନାହିଁ. . . ମା’ କି ସତେ ପୁଅକୁ ଭସାଇ ଦେଇ ଚାଲିଗଲା । ଗଲାବେଳେ କିଛି କହିଗଲା ନାହିଁ. . . ଗୋପୀନାଥ ଖାଲି ଲୁହ ଗଡ଼େଇଲେ ।
Loading comments…
Loading comments…