by Jayashree Maharana ✓ · 8 Feb 2021
ଚାକିରୀ କରିବା ପରେ ହିଁ ଏହି ବସ୍ ହିଁ ଆମର ଯାତ୍ରା ର ମାଧ୍ୟମ ଥିଲା ।ଆମେ ତିନି ସାଙ୍ଗ ପ୍ରାୟତଃ ପାଖାପାଖି ଚାକିରୀ କରିଥିଲୁ ଗଞ୍ଜାମରେ ।ଛୁଟି ଦିନରେ ମିଶିକରି ଗାଁ କୁ ଫେରୁ ।ଆଉ ବସ୍ ରେ ଚଢ଼ିବା ମାନେ ଆମର ଗପ ଆରମ୍ଭ ହୋଇଯାଏ ।ଗପୁଡି ଦଳ ଆ
Loading comments…
Loading comments…