by Soumya Shubhadarshinee ✓ · 13 Jun 2019
ସ୍ୟାହି ପେନ୍ ଟା ଅପାର ଶେଷ ସନ୍ତକ । ସେଇଟି ଭିତରେ ଅଛି ଗୋଟେ ତ୍ୟାଗପୁତ ଜୀବନର ଅଦୃଶ୍ୟ କାହାଣୀ । ଯାହା ଉପରେ ପର୍ଯ୍ୟବେସିତ ହେଇଛି ରୁବିର ଅସ୍ତିତ୍ୱ । ରୁବି ନୂଆ କାଳି ଦୁଆତଟେ କିଣିବାକୁ ବାହାରି ଗଲା ।
Loading comments…
Loading comments…