by Satyajit Swain ✓ · 26 Jan 2021
ବେରଙ୍ଗ ଜୀବନ ଏବେ ରଙ୍ଗଭରା ଲାଗୁଥିଲା, ମୁଁ' ଆଉ ସିଏ ଏବେ ସାଙ୍ଗହୋଇ କଲେଜ ଯାଉଥିଲୁ |କଥା ହେଉ ହେଉ ଯେମିତି କଲେଜ ଜଲଦି ଆସି ଯାଉଥିଲା, ଆଉ କଥା ଅଧା ରହିଯାଉଥିଲା | ସେଦିନ ମୁଁ' ତାକୁ ମନ କଥା କହିବାକୁ ଧାଇଁ ଯାଇଥିଲି ବସଷ୍ଟପକୁ, ହେଲେ ସି
Loading comments…
Loading comments…