by Samar Ballav Bhoi ✓ · 28 Aug 2021
ସନାତନ ର ସ୍ତ୍ରୀ ତ ସବୁବେଳେ ରୋଗାକ୍ରାନ୍ତ, ଖାଲି ଔଷଧ ପାଇଁ ମାସିକ ଦୁଇହଜାର ଟଙ୍କା ଖର୍ଚ୍ଚ ଲାଗିଯାଏ। ସନାତନ ଛୋଟ ମଜୁରିଆ ଭାବରେ କାମ କରେ। ଦିନକୁ ତିନିଶହ ଟଙ୍କା, ସେହି ଦୁଃଖ ଭିତରେ ସନାତନ ବସ୍ତିବାସିନ୍ଦାଙ୍କ ସହ ସହଭାଗିତା ଭିତ୍ତିରେ
Loading comments…
Loading comments…