by କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera ✓ · 3 May 2021
ଜମାରୁ ଏ ବକ୍ ବାଜି ମୋର ପସନ୍ଦ ନୁହେଁ। କଣ କରିବି। ଗାଁର କୁଣିଆଁ, ପୁଣି ଦୂର ସଂପର୍କରେ ବଡବାପା। ତାଙ୍କୁ ଏମିତି ବେଖାତିର କରି ଯିବଟା ସୌଜନ୍ଯତାର ବାହାରେ।
Loading comments…
Loading comments…