by Kanan Bala Nayak ✓ · 24 Jan 2020
ସେ ତା ପାକୁଆ ପାଟିରେ ହସି ଦେଇ ହାତରେ ଧରି ଥିବା ପାନ ଖଣ୍ଡେ ମୋ ଆଡ଼କୁ ବଢେଇ ଦେଇ କହିଲା ତୋ ପାଇଁ ପାନ ଟିଏ ନିଜ ହାତରେ ବନାଇ ଆଣିଛି ।
Loading comments…
Loading comments…