by Satyabati Swain ✓ · 4 Sept 2021
ଏହି ଦୁଇ ଦୁଃସାହସୀ ବୀର ଯେଉଁ ଅଦ୍ଭୁତ ପୂର୍ବ କାର୍ଯ୍ୟ କରି ବିଜୟ ଗୌରବ ଲାଭ କଲେ ସେ ହେଲେ ଆମ ଦେଶର ଶେରପା ତେନ୍ଜିଙ୍ଗ୍ ଏବଂ ଅନ୍ୟ ଜଣକ ନିୟୁଜିଲାଣ୍ଡବାସୀ ଏଡ଼ମଣ୍ଡ ହିଲାରୀ। ପୃଥିବୀ ବାସୀ ସେ ଦୁହିଁଙ୍କ ଅସୀମ ସାହସ ଓ ବୀରତ୍ୱ ପାଇଁ ଧନ୍ୟ
Loading comments…
Loading comments…