by Jayanta Janapriya Mahakur ✓ · 21 Jul 2019
ମିଛ କହିବାର କାରଣ ମୁଁ ହଠାତ୍ ଜାଣି ପାରିନଥିଲେ ମଧ୍ୟ ପରେ ଠିକ୍ ବୁଝି ପାରିଥିଲି । ମୁଁ ଭାବିଲି ଯଦି ପାପୀ, ଅଧର୍ମୀ ଅତ୍ୟାଚାରୀ ମାନେ ଯଦି ନର୍କକୁ ଯିବେ ତାହାଲେ ଭଗବାନଙ୍କ ନାମରେ ବ୍ୟବସାୟ କରୁଥିବା ଏହି ଭଣ୍ଡପୂଜାରୀ ମାନେ ଯିବେ ତେଣୁ କେଉଁଠିକୁ ଯିବେ ?
Loading comments…
Loading comments…