ହୋଟେଲ୍ ବୟଟି ସିଧା ଅବିନାଶ ପାଖକୁ ଯାଇ କାର୍ଡଟି ମାଗିଆଣିଲା । ତା ଟିପସ୍ ପାଉଣାକୁ ପକେଟରେ ପୁରେଇ ଯିବାକୁ ବାହାରିଲା ବେଳେ ନିରାଲି ତାକୁ ପଛରୁ ଡାକି ପଚାରିଥିଲା, ‘ ଦୁଇଜଣଙ୍କ ଭିତରୁ ଅବିନାଶ ମୋର ସ୍ୱାମୀ ଏକଥା ତୁମେ କେମିତି ଜାଣିଲ ?’ ହୋଟେଲ୍ ବୟ ଟିକେ ଶଂକିଯାଇ ଧିର ସ୍ୱରରେ କହିଲା, ଏକଥା ଜାଣିବା ପାଇଁ କଣ ଅସୁବିଧା ଅଛି ମାଡାମ ।ଆପଣଙ୍କ ସହିତ ଯିଏ ମନଖୋଲି ହସୁଥିଲେ ସିଏ ସାଙ୍ଗ ଆଉ ଅନ୍ୟ ଜଣକ ସ୍ୱାମୀ ।
Loading comments…