by Debasish Samantaray ✓ · 1 Sept 2017
ଜଣେ ବୟସ୍କ ଲେଖକ ମୋତେ କହିଲେ : ତୁ ମଦ ପିଉନୁ, ଅତର ମାରୁନୁ, ତୁ କି ଆକାଶରେ ଭାସିବୁ ନା ଗପ ଲେଖିବୁ ? ସେତେବେଳେ କିଛି ସମୟ ପାଇଁ ମୋତେ ଲାଗିଲା ସବୁ ସାହିତ୍ୟିକ ମଦୁଆ ଆଉ ରସିକିଆ । ମୁଁ ହେଲେ ହୋଇଯାଆନ୍ତି ! କାରଣ ମୋତେ ଗପ ଲେଖିବାର ଅଛି ।
Loading comments…
Comments
Loading comments…