by Manas Nayak ✓ · 30 Jul 2021
ଜ୍ଞାତି ପଡୋଶୀମାନଙ୍କ ସହ ସରୋଜ୍ ଫେରି ଆସୁଥିଲା ଘରକୁ, ଗୋରୁପଲ ଧୂଳି ଉଡେଇ ଆଗେ ଆଗେ ଚାଲିଥାଆନ୍ତି, ପୁନଃ ପ୍ରଭାତରେ ସେମାନେ ହୁଏତ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବେ ତାଙ୍କର ଚରାଭୂଇଁକୁ, ହେଲେ ରଙ୍ଗାଧର ବାବୁଙ୍କର ସେଥିଲା ବୟସ ଅପରାହ୍ନ
Loading comments…
Loading comments…