by Prasanjit Sahoo · 29 Aug 2017
☕☕ । ଗତ ରାତିରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମଶା ମାନଙ୍କ ବିକଟାଳ ସ୍ଵର ଆଉ ଦଂଶନ ଶୁଆଇ ଦେଇନି ଆଲୋକ ଭାଇ ,ବାପୁ ଭାଇ ,ତାପସ, କାଳିଆ ଭାଇ , ଲଲାଟ ଭାଇ, ଛକୁ ଦାଦି ଆଉ କିଛି ଅଚିହ୍ନା ଯୁବକଙ୍କୁ ।ଯେଉଁମାନଙ୍କ ଭୂସ୍ୱର୍ଗ ସୀମା ଚା' ଦୋକାନ ।
Loading comments…
Loading comments…