by Amiya Bej ✓ · 20 Aug 2017
- ଏଇଇ ! ଉଠିପଡ଼ । ଦେଖ, ମୁଁ ଚା' ବନେଇ ଆଣିଛି ! ତୁମେ ସାଥ୍ ନଦେଲେ ଏକାଏକା କେମିତି ପିଇବି ଯେ ?? ସୌମ୍ୟା ମୁଣ୍ଡ ଉଠାଇଲା । ସେ ଭାବିପାରୁ ନଥିଲା, କେମିତି ଯେ ଡେଇଁପଡ଼ିବ ପ୍ରିୟଙ୍କ କୋଳକୁ ! ସେ ପରା ରାଗିଛି ???
Loading comments…
Loading comments…