by Gayatri Singh ✓ · 19 Jul 2021
ଯାଆଦେଢଶୁର, , ନଣନ୍ଦ ନଣନ୍ଦେଇ ତାକୁ ଦେଖି ଆସିଥିଲେ । ଜଳଖିଆ ପରେ ସମସ୍ତେ ଚା’ ପିଇ ଚା’ ର ବହୁତ ପ୍ରଶଂସା କଲେ । କିଏ ତିଆରି କରିଛି ପ୍ରଶ୍ନରେ ତା ପାଟିରୁ ଉଚ୍ଚା ସ୍ୱରରେ ବାହାରି ଆସିଲା ମୁଁ କରିଛି । ତାପରେ ସମସ୍ତଙ୍କୁ ଟିକେ ଚାହିଁ ଜିଭ
Loading comments…
Loading comments…