by Trushna Das ✓ · 4 Dec 2020
ଏତିକି ସମୟରେ ଚାଚା ଚୌଧୁରୀ ସାବୁ ଓ କୁକୁର ରକେଟ ସହ ତରଭୁଜ ଓ ଆମ୍ବ ଖାଇବାକୁ ଯାଉଥାନ୍ତି। ସେ ଭିଡ ଦେଖି ଭିତରକୁ ଗଲେ ଏବଂ ସବୁ ଜାଣିଲେ। ସବୁ ଜାଣି ସେ ଶେରଲକ୍ ଙ୍କ ସହ କଥା ହେଉଛନ୍ତି। ଶେରଲକ୍ କହିଲେ ଆଶ୍ଚର୍ଯ୍ୟ କଥା ଯେ କବାଟ ବନ୍ଦ ଥିଲା
Loading comments…
Comments
Loading comments…