Loading…
ମହେଶ, " ନାଁ ନାଁ ମୋର ଭୁଲ ହେଇ ଯାଇଛି । ମୁଁ ମୋ ଭୁଲର ବହୁତ ଅନୁତାପ କରୁଛି । ୟେ ବାପା !ୟେ ମାଆ ଜାଣିଛୁ ଲୋ ମୁଁ ଏବେ ଯାଏ ବାପା ହେଇନି ଲୋ!!! ଆଚାର୍ଯ୍ୟ ପଣ୍ଡିତ ମୋତେ ଧିକ୍କାର କରି କହିଲେ ଯେକି ତମ ଦୁହିଁଙ୍କ ଉପରେ ବାପା ମାଆଙ୍କର ଆଶା, ସ୍ୱପ୍ନ ଓ ସେବାର ବିଶ୍ୱାସ ଭାଙ୍ଗିଥିବାର ଅଭିଶାପ ପଡିଛି । ତେଣୁ ମୋ ସହିତ ଚାଲ । ଆଉ ଜାଣିଛୁ ଲୋ ମାଆ ଲିଲିକୁ ପଣ୍ଡିତ କହିଛନ୍ତି ତମ ପାଦ ପାଣି ଦୈନିକ ଗାଧୋଇ ପିଇବାକୁ । ପାଦ ସେବା କରିବାକୁ ।
Comments
Loading comments…