by ସନ୍ତୋଷ ସ୍ୱାଇଁ ✓ · 6 Aug 2019
ଆଜି ଭାଇବା ଦବାକୁ ଅଫିସରେ ପହଁଚିଲି। ସେଠାରେ କ୍ୱଆଲିଫାଏ କରିଥିବାର ପିଲା ସଂଖ୍ୟା କମ୍ ଥିଲା, ଖୁସି ବି ହେଇଗଲି । ଜଣଙ୍କ ପରେ ଜଣେ ପରୀକ୍ଷା ଦେଇ ଯାଉଥାନ୍ତି । ମୋ ପାଳି ବି ଆସିଲା ଭାଇବା ପରୀକ୍ଷା ନେବାକୁ ଜଣେ ଦକ୍ଷିଣ ଭାରତୀୟ ଥିଲେ। ମୋତେ ଦେଖି କହିଲେ, ଆସନ୍ଟୁ,ବସନ୍ଟୁ ।
Loading comments…
Loading comments…