by ABhimanyu Panda ✓ · 24 Jan 2020
ତୁମ ସହିତ ସେ ଦିନ ସବୁକୁ ଭାବିଦେଲେ କାହିଁକି କେଜାଣି ମୁଁ ମୁଁ ହେଇକି ରହିପାରେନି । କଅଁଳ କଢ଼ିଟିଏର ସଠିକ ଯତ୍ନ ନେଇଛ ତୁମେ । ହାତଚକିରେ , ଆଖି ପଲକରେ , ତୁମ ହୃଦୟର ଘରେ ରଖିଥିଲ ମୋତେ ।
Loading comments…
Loading comments…