by Nityananda Nandi ✓ · 10 Aug 2021
ପୁଅ ! ଗାଆଁରେ ଯାହା ଅଛି ସହରରେ କିନ୍ତୁ ନାହିଁ । ବତକ, କାଉ, କୁକୁର ଅନେକ କିଛି । ଏକ ନିଆରା ସମ୍ପର୍କ ଏମାନଙ୍କ ସହିତ । ଜୀବନଟା ସତରେ କେତେ ବିଚିତ୍ର କହିଲୁ ! ଗୋଟାଏ ଧାରାରେ ବହୁଛି ଜଳଚକ୍ର ପରି ।
Loading comments…
Loading comments…