by Sachidananda Kar ✓ · 30 Jul 2019
ସାରା ରାତି ଗଭୀର ନିଦରେ ଶୋଇ ରହୁଥିବା ଝିଅର ଆଖିକୁ ଦିନେ ନିଦ ଆସିଲା ନାହିଁ। ଗୋଟିଏ ଘରେ ସେ। ଆଉ ଗୋଟିଏ ଘରେ ତା'ର ମା'। ମଝିରେ ମଝିରେ ତା' ପାଖକୁ ଆସୁଥିଲା ତା'ର ମା'। ତାକୁ କହୁଥିଲା - ଶୋଇପଡରେ.......। ରାତି ବେଶୀ ହେଲାଣି। ବାରମ୍ବାର ଏପରି ହେଉଥିଲା।
Loading comments…
Loading comments…