by Rasmi Rekha Tripathy ✓ · 3 Sept 2019
ସେହି ଦିନ ହିଁ ବୋଉ ଚାନ୍ଦୁଆଟିକୁ ବସରେ ନୟାଗଡ ପଠେଇଦେବା ପାଇଁ ନନାଙ୍କୁ ଅନୁରୋଧ କଲା । ପିପିଲି ବଦଳି ହୋଇଛି ବୋଲି ମୋ ମନରେ ଯେଉଁ ବ୍ୟସ୍ତତା ଥିଲା, ତାହା ଆଜି କିଛି ମାତ୍ରାରେ ଦୂରେଇଗଲା । ମୁଁ ଭାବିଲି ଭଗବାନ୍ ବୋଧେ ଏଇଥି ପାଇଁ ...
Loading comments…
Loading comments…