by Narayan chandra Senapati ✓ · 10 May 2019
ତୁମେ ଏଥର ସତ ଚିନ୍ତା କର,ସତ ସଙ୍ଗ ଯାଅ,ସତ୍ ଜ୍ଞାନ ଅର୍ଜ୍ଜନ କର ଓ ସତ୍ କର୍ମ କର,ତୁମ ପରବର୍ତ୍ତୀ ପିଢ଼ିର ଚାରି ପାହାଚ ସଜାଡ ଦେଖିବ ଭଗବାନ ତୁମର ଅବଶିଷ୍ଟ ଜୀବନକୁ ପୁଷ୍ପମୟ କରିଦେବେ।
Loading comments…
Loading comments…