by Dr Rashmita Panigrahi ✓ · 7 Apr 2020
ସମୟ ଭଲ ନାହିଁ ତ l ପିଲାଟା ମୋର ବିଟେକ ସାରି ଦୁଇ ବର୍ଷ ବିଭିନ୍ନ କମ୍ପାନୀ ରେ ଚାକିରି ପାଇଁ ଇନଟରଭିୟୁ ଦେଲା ଯେ, ତା ବାପା ସେ ଗୁଡିକ ପସନ୍ଦ କଲେନି l ଶେଷରେ ରାଗିକି ସେ ଆଉ କିଛି ଟ୍ରାଏ କଲାନି l
Loading comments…
Comments
Loading comments…